ଚିତ୍ରୋତ୍ପଳା ନଦୀରେ ଭାସିଯାଇ ଯୁବକ ନିଖୋଜ

ଗରଦପୁର, ୨୦/୭/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ଧିରେନ୍ ବାରିକଙ୍କ ଏକ ମାତ୍ରପୁତ୍ର କୌସିକ ସାମନ୍ତରାୟ(୧୯)ଚିତ୍ରୋତ୍ପଳା ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ମୁତାବକ ନିଜ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲୋ ସାଙ୍ଗ ମାନଙ୍କ ସହିତ ନଦୀରେ ପହଁରି ପହଁରି ଏପଟରୁ ନଦୀ ସେପଟଳୁ ଯାଉଥିବା ସମୟରେ ସ୍ରୋତରେ ଭାସିଯାଇଥିଲୋ ଏହାଦେଖି ସାଥିରେ ଗାଧୋଉଥିବା ସାଙ୍ଗମାନେ ପାଟି କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚିଥିଲୋ ସେତେବେଳକୁ କୌସିକ ନଦୀ ସ୍ରୋତରେ ଆଉ ପହଁରି ନପାରି ବୁଡ଼ି ଯାଇଥିଲେ । ଗ୍ରାମବାସୀଙ୍କ ସହିତ ଖବର ପାଇ ଗରଦପୁର ରୁ ଅଗ୍ନିଶମ ବିଭାଗର ଯବାନ ମାନେ ପହଂଚି ପାୱାବୋଟ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲୋ ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌସିକଙ୍କର ପତା ମିଳିନାହିାଁ ନିଖୋଜ କୌସିକ ଗତ ବୁଧବାର ଭୁବନେଶ୍ୱରର ଏକ ଘରୋଇ ଇଂଜିନିଅରିଂ କଲେଜରେ ବିଟେକ୍ ଆଡ଼ମିସନ୍ କରିଥିଲୋ

Leave a Reply

Your email address will not be published. Required fields are marked *