ବିଶିଷ୍ଟ ସମାଜସେବୀ ପ୍ରସନ୍ନଙ୍କୁ ସମ୍ବଦ୍ଧନା  ।

କଟକ, ୧୧/୭/୨୦୨୪ (ଓଡ଼ିଶା ସମାଚାର)-ପବିତ୍ର ରଥଯାତ୍ରା ଅବସରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ୪୨ ମୌଜାର ଧୂଳିଶ୍ବର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବନ୍ତୁଣିଆ  ମାଉସୀ ମା ମନ୍ଦିରକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବନ୍ତୁଣିଆ ଗ୍ରାମରେ ପହଂଚି ଦର୍ଶନ କରିବା ସହ ସଦର ବାସୀଙ୍କ ମଙ୍ଗଳ କାମନା ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ଯୋଗଦାନ କରିଥିଲା ବେଳେ ଦୁଇଟି ଗ୍ରାମବାସୀଙ୍କ ପଖରୁ ସଦର ବିଧା଼ୟଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରସନ୍ନ ନାୟକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଧନା କରାଯାଇଥିଲା।

Leave a Reply

Your email address will not be published. Required fields are marked *