ତ୍ରିନାଥ ଦେବ ଙ୍କ ବାର୍ଷିକ ପୂଜା ଉତ୍ସବ 

ନିଶ୍ଚିନ୍ତକୋଇଲି,୨୪/୬/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)-କଳମିଶ୍ରି ପଞ୍ଚାୟତ ତ୍ରିନାଥ ବଜାର ଠାରେ ସ୍ଥାପିତ ତ୍ରିନାଥ ଦେବଙ୍କ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ଅବସରରେ ସନ୍ଧ୍ୟାରେ ଵିଧି ପୂର୍ବକ ପୂଜାର୍ଚନା, ମେଳା ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ତ୍ରିନାଥ ବଜାର କମିଟି କର୍ମକର୍ତ୍ତା, ଦାମୋଦରପୁର ଓ ଜନାର୍ଦ୍ଦନ ପୁର ଗ୍ରାମବାସୀ ତଥା ସହଯୋଗୀ ମାନେ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ  ।ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *