‘ଗାଁକିସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’: ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର, ୧୮/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାରେ ୫ ଗୋଟି ସଂସଦୀୟ କ୍ଷେତ୍ର ଯଥା: ୧-ବରଗଡ଼,୨-ସୁନ୍ଦରଗଡ଼, ୧୦-ବଲାଙ୍ଗିର, ୧୩-କନ୍ଧମାଳ ଓ ୧୯-ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମଇଁ୨୦ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି । ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହିପଞ୍ଚମ ପର୍ଯ୍ୟାୟରେ ସାମଗି୍ରକ ଭାବରେ ୫୫,୮୮୨ ଜଣ ୮୫ ବର୍ଷରୁ ଊଦ୍ଧ୍ୱ ମତଦାତା, ୧୮୧୨ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱ ମତଦାତା, ୧,୦୭,୮୨୩ ଜଣ ଭିନ୍ନକ୍ଷମ ମତଦାତା,୪୬ ଜଣ ପ୍ରବାସୀ ମତଦାତା ଓ ୧୦, ୬୩୦ ଜଣ ସର୍ଭିସ୍ ଭୋଟର ରହିଛନ୍ତି ।
୯୧୪୮ମତଦାନ କେନ୍ଦ୍ର ମଧ୍ୟରୁ୧୦୯୦ଟି ସହରାଞ୍ଚଳ ଓ ୮୦୫୮ଟି ଗ୍ରାମାଞ୍ଚଳରେ ରହିଛି । ଏହାମଧ୍ୟରେ ୧୦୪୧ଟି ‘ସଂପୂର୍ଣ୍ଣରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ୨୫ଟି ‘ସଂପୂର୍ଣ୍ଣରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ୧୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍ ଲୋକେସନ୍ରେ ଜଣେ ଲେଖାଏଁ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।
ମୋଟ ପ୍ରାର୍ଥୀସଂଖ୍ୟା:-
ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଅସ୍କାସଂସଦୀୟ କ୍ଷେତ୍ର ପାଇଁ ମୋଟ୪୦ ଜଣ ପ୍ରାର୍ଥୀ(ପୁରୁଷ-୩୪, ମହିଳା-୬) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ୨୬୫ ଜଣ (ପୁରୁଷ-୨୨୪, ମହିଳା-୪୧) ପ୍ରାର୍ଥୀ ରହିଛନ୍ତି ।
ଇଭିଏମ୍ ଓ ଭିଭିପାଟ୍:-
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ୧୧,୬୧୧ଟି ବାଲାଟ୍ ୟୁନିଟ୍, ୧୧,୬୧୧ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୨,୭୬୨ଟି ଭିଭିପାଟ Commission ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ୧୧,୬୩୨ଟି ବାଲାଟ ୟୁନିଟ୍, ୧୧,୬୩୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୨୭୬୮ଟି ଭିଭିପାଟ୍ Commission ହୋଇଛିା
ପର୍ଯ୍ୟବେକ୍ଷକ-
ଏହି ପର୍ଯ୍ୟାୟ ପାଇଁସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷଣ କରୁଛନ୍ତି ।
କ୍ରମିକ ସଂସଦୀୟ କ୍ଷେତ୍ର ସାଧାରଣ ପର୍ଯ୍ୟବେକ୍ଷକ ପୋଲିସ ପର୍ଯ୍ୟବେକ୍ଷକ ବ୍ୟୟ ପର୍ଯ୍ୟବେକ୍ଷକ ଲୋକସଭା ବ୍ୟୟ ପର୍ଯ୍ୟବେକ୍ଷକ ବିଧାନସଭା
୧. ୦୧-ବରଗଡ଼ ୨ ୧ ୧ ୨
୨. ୦୨- ସୁନ୍ଦରଗଡ଼ ୨ ୧ ୨
୩. ୧୦-ବଲାଙ୍ଗିର ୨ ୧ ୧ ୨
୪. ୧୩-କନ୍ଧମାଳ ୨ ୧ ୨
୫. ୧୯-ଆସ୍କା ୨ ୧ ୧ ୨
ମୋଟ ୧୦ ୩ ୫ ୧୦
ସୁରକ୍ଷା ବ୍ୟବସ୍ଥା
ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ୧୦୨ କମ୍ପାନୀ CAPF (ସେଣ୍ଟ୍ରାଲ ଆର୍ମଡ଼୍ ପୋଲିସ ଫୋର୍ସ) ନିୟୋଜିତ ହେବେ ।
ଡିସ୍ପର୍ସାଲ୍
ସଂସଦୀୟ କ୍ଷେତ୍ର ୧୮/୫/୨୦୨୪ ୧୯/୫/୨୦୨୪
ବିଧାନସଭା କ୍ଷେତ୍ର ସଂଖ୍ୟା ବିଧାନସଭା କ୍ଷେତ୍ର ସଂଖ୍ୟା
୦୧-ବରଗଡ଼ ୦ ୭
୦୨- ସୁନ୍ଦରଗଡ଼ ୫ ୨
୧୦-ବଲାଙ୍ଗିର ୦ ୭
୧୩-କନ୍ଧମାଳ ୬ ୧
୧୯-ଆସ୍କା ୬ ୧
———– ————- ————
ମୋଟ୍ ୧୭ ୧୮
ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ:-
# ପ୍ରତି ପୋଲିଂ ଷ୍ଟେସନ୍ରେ ଆଶାକର୍ମୀ ରହିବେ । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁ ଚିକିତ୍ସା ବ୍ୟବସ୍ଥା, ଓଆର୍ଏସ୍ ଆଦି ରହିବ ।
# ପ୍ରତି ସେକଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ ।
# ମୋବାଇଲ୍ ହେଲଥ୍ ୟୁନିଟ୍ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ନିୟମିତ ବ୍ୟବଧାନରେ ବୁଥ୍ କୁ ସ୍ପର୍ଶ କରିବେ ।
# PHC, CHC, DHH ଆଦିରେଅଂଶୁଘାତୱାର୍ଡ ସ୍ଥାପନ କରାଯାଇଛି ।
ଦ୍ଧ# ଅଂଶୁଘାତ ସଚେତନତା ବାର୍ତ୍ତାବହୁଳ ଭାବେ ପ୍ରସାରିତ କରାଯାଇଛି ।
ଦ୍ଧ# ପୋଲିଂ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଏୟାର ଆମ୍ବୁଲାନ୍ସ ମୁତୟନ ରହିଛି ।
ମତଦାନ ଦିବସ ପାଇଁ ବ୍ୟବସ୍ଥା
# ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସେ୍ୱଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।
# ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍ରେ ପାନୀୟଜଳ, ଶୌଚାଳୟ ଓ ଛାଇ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି ।
# ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍ କୁ ଓ ବୁଥ୍ ରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳକ ଯାନର ବ୍ୟବସ୍ଥା କରାଯାଇଛି ।
# ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।
# ସମସ୍ତ ସଖୀ ବୁଥ୍ ରେ ମହିଳା ସୁରକ୍ଷା କର୍ମୀ ମୁତୟନ ରହିବେ ।
ସଂସଦୀୟ ନିର୍ବାଚନ ମଣ୍ଡଳୀ, ତାରିଖ ଓ ମତଦାନ ସମୟ ପଞ୍ଚମ ପର୍ଯ୍ୟାୟ
(ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ)
ସଂସଦୀୟ ନିର୍ବ।ଚନ ମଣ୍ତଳୀ / ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ଖଣ୍ତ ମତଦ।ନ ସମୟ
୧-ବରଗଡ
୧-ପଦ୍ମପୁର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
୨-ବିଜେପୁର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୩-ବରଗଡ ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୪-ଅତ।ବିର। (ଏସ୍.ସି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୫-ଭଟଲି ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୬-ବ୍ରଜର।ଜନଗର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୭-ଝ।ରସୁଗୁଡ। ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୨-ସୁନ୍ଦରଗଡ (ଏସ୍.ଟି.)
୮-ତଳସର। (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୯-ସୁନ୍ଦରଗ଼ଡ (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୦-ବୀରମିତ୍ରପୁର (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୧- ରଘୁନ।ଥପ।ଲି (ଏସ୍.ସି.)ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୨- ର।ଉରକେଲ। ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୩-ର।ଜଗ।ଙ୍ଗପୁର (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୪- ବଣ।ଇ (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
୧୦-ବଲ।ଙ୍ଗୀର
୬୪-ବୀରମହ।ର।ଜପୁର (ଏସ୍.ସି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୬୫-ସୋନପୁର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୬୬-ଲୋଇସିଂହ। (ଏସ୍.ସି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୬୭-ପ।ଟଣ।ଗଡ ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ୧୭ ଟି ମତଦ।ନ କେନ୍ଦ୍ର ପ।ଇଁ :
(ମତଦ।ନ କେନ୍ଦ୍ର ସଂଖ୍ୟ। -୭, ୮, ୧୦,୧୨, ୧୪, ୧୫, ୧୯, ୨୦, ୨୧, ୨୩, ୩୩, ୩୪, ୬୪, ୬୬, ୧୯୭, ୧୯୮, ୨୧୫)
ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
ଅବଶିଷ୍ଟ ମତଦ।ନ କେନ୍ଦ୍ର ପ।ଇଁ :-
ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
୬୮-ବଲ।ଙ୍ଗିର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୬୯-ଟିଟିଲ।ଗଡ ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୭୦-କଣ୍ଟ।ବ।ଞ୍ଜି ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ୧୩ ଟି ମତଦ।ନ କେନ୍ଦ୍ର ପ।ଇଁ :
(ମତଦ।ନ କେନ୍ଦ୍ର ସଂଖ୍ୟ। :- ୯,୧୦, ୯୮, ୧୦୩, ୧୦୪, ୧୦୭, ୧୦୯, ୧୧୦, ୧୩୧, ୧୩୬, ୧୬୫, ୧୬୬, ୧୬୭)
ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
ଅବଶିଷ୍ଟ ମତଦ।ନ କେନ୍ଦ୍ର ପ।ଇଁ :-
ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
୧୩-କନ୍ଧମ।ଳ
୮୨-ବ।ଲିଗୁଡ। (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ୧୫ ଟି ମତଦ।ନ କେନ୍ଦ୍ର ପ।ଇଁ :
(ମତଦ।ନ କେନ୍ଦ୍ର ସଂଖ୍ୟ। -୩୦ – ୪୪)
ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
ଅବଶିଷ୍ଟ ମତଦ।ନ କେନ୍ଦ୍ର ପ।ଇଁ :-
ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ।ପର୍ଯ୍ୟନ୍ତ
୮୩- ଘୁ. ଉଦୟଗିରୀ (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ
୮ ଟି ମତଦ।ନ କେନ୍ଦ୍ର ପ।ଇଁ:
(ମତଦ।ନ କେନ୍ଦ୍ର ସଂଖ୍ୟ। -୬୫ – ୭୧ଏବଂ ୭୧ଅ)
ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
ଅବଶିଷ୍ଟ ମତଦ।ନ କେନ୍ଦ୍ର ପ।ଇଁ :-
ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ।ପର୍ଯ୍ୟନ୍ତ
୮୪-ଫୁଲବ।ଣୀ (ଏସ୍.ଟି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ୨୩ ଟି ମତଦ।ନ କେନ୍ଦ୍ର ପ।ଇଁ :
(ମତଦ।ନ କେନ୍ଦ୍ର ସଂଖ୍ୟ। -୯୮-୧୨୦)
ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
ଅବଶିଷ୍ଟ ମତଦ।ନ କେନ୍ଦ୍ର ପ।ଇଁ :
ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
୮୫-କଣ୍ଟ।ମ।ଳ ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
୮୬-ବୌଦ୍ଧ ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ
୧୨୧-ଦଶପଲ୍ଲ। (ଏସ୍.ସି.) ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୫ଟ। ପର୍ଯ୍ୟନ୍ତ
୧୨୩-ଭଞ୍ଜନଗର ବିଧ।ନସଭ। ନିର୍ବ।ଚନ ମଣ୍ତଳୀ ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
୧୯-ଆସ୍କ। ସକ।ଳ ୭ଟ।ରୁ ସନ୍ଧ୍ୟ। ୬ଟ। ପର୍ଯ୍ୟନ୍ତ
ଭୋଟର ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ
ବରଗଡ଼:- ବରଗଡ଼ ଜିଲ୍ଲାରେ ‘ମିଳିମିଶି ହେମା ଜୋଟ୍, ଆସ ସଭେ ଦେମା ଭୋଟ’ ନାମକ ଏକ ଭିଡ଼ିଓ ବାର୍ତ୍ତା ଦ୍ୱାରା ମତଦାନ ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି କରାଯାଇଅଛି । ଜିଲ୍ଲାର ସମସ୍ତ ବିଭାଗ ସାମଗ୍ରିକ ଭାବରେ ମତଦାନ ସଂକ୍ରାନ୍ତୀୟ ସଚେତନତା ପାଇଁ ଚେଷ୍ଟା କରଛନ୍ତି । ପଦ୍ମଶ୍ରୀ ହଳଧର ନାଗ ଓ ପାରା-ଅଥ୍ଲେଟ୍ ପ୍ରମୋଦ ଭଗତ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଝାରସୁଗୁଡ଼ା:-ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଅଛି ।
ସୁନ୍ଦରଗଡ଼:-ରାଉରକେଲା ସହରରେ ମତଦାନ ହାର ବଢ଼ାଇବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଅଛି ।ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲାରେ ‘ଚାଲଜିମା ଭୋଟ ଦେମା’ ଶୀର୍ଷକ ଭିଡ଼ିଓ ପ୍ରସ୍ତୁତ କରାଯାଇ ମତଦାତା ମାନଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ଭୋଟଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଅଛି ।
ବଲାଙ୍ଗିର:- ବଲାଙ୍ଗିର ଜିଲ୍ଲାରେ ମଧ୍ୟ ‘ଆସିଛେ ସମିଆଁ, ଚାଲ ଭୋଟ ଦେମା’ ଶୀର୍ଷକ ଭିଡ଼ିଓ ପ୍ରସ୍ତୁତ କରାଯାଇ ଡେମୋକ୍ରାସିୱାଲ୍ରେ ସ୍ୱାକ୍ଷର ଓ ର୍ୟାଲି ଭଳି କାର୍ଯ୍ୟକ୍ରମ କରାଯାଇ ପ୍ରଥମ ଥର ମତଦାତା ମାନଙ୍କୁ ସଚେତନତ କରାଯାଇଥିଲା ।
ଏଥି ସହ ମତଦାତାମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଉଭୟ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଟିଭିସି (TVC) ପ୍ରସ୍ତୁତ କରାଯାଇଛି ।