ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର ।

କଟକ,୮/୫/୨୦୨୪,(ଓଡ଼ିଶା ସମାଚାର) : ରାଜ୍ୟର ଅଗ୍ରଣୀ ସଂଗଠନ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଜଳଛତ୍ର ସେବା ଆରମ୍ଭ କରିଛି । ସଙ୍ଗଠନ ଅଧୁନା ସାହିତ୍ୟ ସେବା ସହ ପ୍ରଚାର ପ୍ରସାର,ପରିବେଶ ସୁରକ୍ଷା, ସମାଜସେବା,ପୁସ୍ତକ ମେଳା ଆଦି ଅନେକ ଜନ ହିତକର କାର୍ୟ୍ୟ କରି ଚାଲିଛି । ଏହି ମହତ୍ ସେବାରେ ସମସ୍ତେ ଯୋଗଦାନ କରିବାକୁ ସଂପାଦକ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ,ସମାଜସେବୀ ତଥା ସଂଗ୍ରାହକ ସାରସ୍ଵତ ସାଧକ ଶ୍ରୀଯୁକ୍ତ ବଳରାମ ତରାଇ ସାଧାରଣରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *