ଦ୍ୱିତୀୟ ପର୍ଯ୍ୟାୟରେ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର, ୧୪/୦୪/୨୦୨୪ (ଓଡ଼ିଶା ସମାଚାର)-   ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି । ଆନନ୍ଦପୁର ଆସନରୁ ଜୟଦେବ ଜେନାଙ୍କୁ କଂଗ୍ରେସ ଟିକେଟ୍‌ ଦେଇଥିବାବେଳେ ଭଣ୍ଡାରୀପୋଖରୀ ଆସନରୁ ନିରଞ୍ଜନ ପଟ୍ଟନାୟକ, ଭଦ୍ରକ ଆସନରୁ ଅସିତ୍ ପଟ୍ଟନାୟକ,ବାଙ୍କୀରୁ ଦେବାଶିଷ ପଟ୍ଟନାୟକଙ୍କୁ ଟିକେଟ୍‌ ଦେଇଛି କଂଗ୍ରେସ ।

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା : ଅତାବିରା- ଅଭିଷେକ ସେଠ , ତଳସରା- ଦେବେନ୍ଦ୍ର ଭିତରିଆ, କୁଚିଣ୍ଡା- କେଦାରନାଥ ବରିହା, ରେଙ୍ଗାଲି- ଦିଲୀପ କୁମାର ଦୁରିଆ , ସମ୍ବଲପୁର- ଦୁର୍ଗାପ୍ରସାଦ ପାଢ଼ୀ , ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍, ଦେବଗଡ଼- ସେମ୍ ହେମ୍ବ୍ରମ୍ , ତେଲକୋଇ- ନିର୍ମଳ ଚନ୍ଦ୍ର ନାଏକ, ଘଷିପୁରା- ସୁବ୍ରତ ଚକ୍ର , ଆନନ୍ଦପୁର- ଜୟଦେବ ଜେନା , ପାଟଣା- ହୃଷିକେଶ ନାଏକ , କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାୟକ , ଚମ୍ପୁଆ- ଯଶୋବନ୍ଦ ଲାଗୁରି , ଯଶିପୁର- ଶ୍ୱେତା ଛତର , ସାରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବଅଁର , ବାଙ୍ଗରିପୋଷି- ମୂରଲୀଧର ନାଏକ , କରଞ୍ଜିଆ- ଲକ୍ଷ୍ମୀଧର ସିଂ , ଉଦଳା- ଦୁର୍ଗାଚରଣ ଟୁଡୁ , ବାରିପଦା- ବାଦଲ ହେମ୍ବ୍ରମ୍ , ମୋରଡ଼ା- ପ୍ରଭାସ କରମହାପାତ୍ର , ଭୋଗରାଇ- ସତ୍ୟଶିବ ଦାସ , ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା , ସୋର- ସୁବ୍ରତ ଧଡ଼ା , ସିମୁଳିଆ- ହିମାଂଶୁ ଶେଖର ବେହେରା , ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ , ଭଦ୍ରକ- ଅସିତ ପଟ୍ଟନାୟକ , ବାସୁଦେବପୁର- ଅଶୋକ କୁମାର ଦାସ , ଧାମନଗର- ରଞ୍ଜନ କୁମାର ବେହେରା , ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର , ବିଞ୍ଝାରପୁର- କନକଲତା ମଲ୍ଲିକ , ବରୀ- ଆରତୀ ଦେଓ , ଧର୍ମଶାଳା- କିଷନ ପଣ୍ଡା , ଯାଜପୁର- ସୁଦୀପ କୁମାର କର , କୋରେଇ- ବନ୍ଦିତା ପରିଡ଼ା , ଢେଙ୍କାନାଳ- ସୁସ୍ମିତା ସିଂଦେଓ , ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ , କାମାକ୍ଷାନଗର- ବିପ୍ରବର ସାହୁ , ପରଜଙ୍ଗ- ରଞ୍ଜିତ କୁମାର ସାହୁ , ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ , ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ , ଛେଣ୍ଡିପଦା- ନରୋତ୍ତମ ନାୟକ , ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ , ବୀରମହାରାଜପୁର- ପ୍ରଦୀପ ସେଠୀ , ସୋନପୁର- ପ୍ରିୟବ୍ରତ ସାହୁ , ଟିଟିଲାଗଡ଼- ବୀରେନ୍ଦ୍ର ବାଗ , ଖଡ଼ିଆଳ- କମଳଚରଣ ତାଣ୍ଡି , ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ , ବଡ଼ମ୍ବା- ସଞ୍ଜୟ କୁମାର ସାହୁ , ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହମୁଦ ଅହମ୍ମଦ ଖାନ୍ , ଚୌଦ୍ୱାର-କଟକ – ମୀରା ମଲ୍ଲିକ , ନିଆଳୀ- ଜ୍ୟୋତିରଞ୍ଜନ ମଲ୍ଲିକ , କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ , ସାଲେପୁର – ଆକିବ ଉଜ୍ଜମାନ ଖାନ୍ , ପାଟକୁରା- ରତିକାନ୍ତ କାନୁନଗୋ , ଆଳି- ଦେବସ୍ମିତା ଶର୍ମା , ପାରାଦୀପ- ନିରଞ୍ଜନ ନାୟକ , ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ , ବାଲିକୁଦା-ଏରସମା – ଇଂ ନଳିନୀ ସ୍ବାଇଁ , ପୁରୀ – ସୁଜିତ ମହାପାତ୍ର , ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର , ଜୟଦେବ – ଜୟନ୍ତ କୁମାର ଭୋଇ , ଏକାମ୍ର ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି , ଜଟଣୀ – ସନ୍ତୋଷ ଜେନା , ବେଗୁନିଆ – ପୃଥ୍ବୀବଲ୍ଲଭ ପଟ୍ଟନାୟକ , ରଣପୁର- ବିଭୁପ୍ରସାଦ ମିଶ୍ର , ନୟାଗଡ଼ – ରଞ୍ଜିତ ଦାସ  , କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ , ଖଲ୍ଲିକୋଟ – ଚିତ୍ରସେନ ବେହେରା , ଆସ୍କା – ସୁରଭି ବିଷୋୟୀ , ହିଞ୍ଜିଳି – ରଜନୀକାନ୍ତ ପାଢ଼ୀ , ବ୍ରହ୍ମପୁର – ଦୀପକ ପଟ୍ଟନାୟକ , ଦିଗପହଣ୍ଡି – ଶ୍ରୀଧର ଦେବ ।

Leave a Reply

Your email address will not be published. Required fields are marked *