ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ମଧ୍ୟାହ୍ନ ଭୋଜନ ର ଆୟୋଜନ

ରାଉରକେଲା, ୦୪/୦୪/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଛେଣ୍ଡସ୍ଥିତ ଆଶାଦୀପ ଅନୁଷ୍ଠାନ ରେ ଅନୁଷ୍ଠାନ ର ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବନ୍ଦୋବସ୍ତ କରାଯାଇଛି । ଅନୁଷ୍ଠାନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ଆଶାଦୀପ ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କ ପାଇଁ ଖାଦ୍ୟପେୟ ର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ ।

ଏଠାରେ ସମସ୍ତ କାର୍ୟ୍ୟକର୍ତା ଅଂଶଗ୍ରହଣ କରି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ । ଶ୍ରଦ୍ଧା ଶଡଙ୍ଗି, ଲଲିତା ସମାଦ , ନନ୍ଦିନୀ ଦେବୀ , ଦେବାଶିଷ ପରିଡା , ଆଦିତ୍ୟ ଦାସ , ପୂଣ୍ୟଶ୍ରୀ , ଲିତାଜଳୀ ପରିଡା , ଶାନ୍ତିଲତା ବେହେରା , ପୂର୍ଣିମା ମହାନ୍ତି, ବନଜା ବିଶ୍ବାଳ, ମୋହନ ମହାନ୍ତି , ଗୌରି କୁମ୍ଭାର, ମମତା ବାରିକ , ମୁକେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *