ଓଏଏସ୍ ସ୍ଥରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ କଟକ ଉପ ଜିଲ୍ଲାପାଳ କମଲଜିତ୍ ଦାଶ

କଟକ ସଦର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାର ଇତିମଧ୍ୟରେ ଓଏଏସ୍ ସ୍ଥରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିବା ବେଳେ ଏଥିରେ କଟକ ସଦର ଉପ ଜିଲ୍ଲାପାଳ କମଲଜିତ୍ ଦାଶ ଙ୍କୁ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ରାଜ୍ୟରେ ଥିବା ୩୩ ଜଣ ଓଏଏସ୍ ଅଧିକାରୀଙ୍କ କ୍ଷେତ୍ରରେ ଅଦଳବଦଳ ହୋଇଥିବା ବେଳେ ସେଥିରେ କଟକ ସଦର ଉପ ଜିଲ୍ଲାପାଳ ଭାବେ କନ୍ଧମାଳରେ ଉପ ଜିଲ୍ଲାପାଳ ଥିବା ଜୈ।ତିଶଙ୍କର ରାୟଙ୍କୁ ଅବସ୍ଥାପିତ କରାଯାଇଛି।ଵଦଳି ହୋଇଥିବା ଅଧିକାରୀ ମାନେ ଯଥା ଶିଘ୍ର ଵଦଳି ସ୍ଥାନରେ ଯୋଗ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଥିବା ଜଣାଯାଇଛି  ।

Leave a Reply

Your email address will not be published. Required fields are marked *