କଟକ, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)-କଟକ ସଦର ୪୨ ମୌଜାର ସର୍ବ ପୁରାତନ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବ୍ରାହ୍ମ ମୁହୂର୍ତ୍ତରେ ସମାଜ ସେବୀ,ନାଟ୍ୟକାର ତଥା ଅନୁଷ୍ଠାନର ପ୍ରତିଷ୍ଠାତା ନୃସିଂହ ଚରଣ ଦାସଙ୍କ ଅଁଳା ନବମୀ ତିଥିରେ ଶ୍ରାଦ୍ଧ ଉତ୍ସବରେ କୋଟିକୋଟି ଭକ୍ତି ପୂତ ପ୍ରଣାମ ଜଣାଇଛନ୍ତି ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସାଥୀ ।