ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର

ବାଲିଗୁଡା,୨୩/୦୯/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍…

କଲେଜ ସମସ୍ୟା ନେଇ ଏବିଭିପି ର ଦାବି ପତ୍ର ପ୍ରଦାନ

ଭୁବନ,୨୪/୦୯/୨୦୨୫ (ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ତରଫରୁ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ଦ୍ୱାରା ଛାତ୍ର ସଂସଦ ନିର୍ବାଚନ ତାରିଖ…

ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଯାପିତ

ଭୁବନ,୨୪/୦୯/୨୦୨୫(ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ବୁଧବାର ଉଦଯାପିତ ହୋଇଯାଇଛି ।…

ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଆଦର୍ଶ ଗ୍ରାମ ପରିଦର୍ଶନ କଲେ ଶୈଳବାଳା କଲେଜର ୫୦ ଛାତ୍ରୀ

ମାହାଙ୍ଗା,୨୪/୦୯/୨୦୨୫(ଓଡ଼ିଶା ସମାଚାର)-କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଗ୍ରାମକୁ ପରିଦର୍ଶନ କଲେ ଶୈଳବାଳା କଲେଜର ୫୦ ଜଣ ଛାତ୍ରୀ । ଲଳିତଗିରି ଆଦର୍ଶ…

ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଶ୍ରୀନ୍ଦିର ସିଂହଦ୍ୱାରରୁ ଚନ୍ଦନପୁର ପର୍ଯ୍ୟନ୍ତ ପଦଯାତ୍ରା

ଭୁବନେଶ୍ୱର,୨୩/୦୯/୨୦୨୫(ଓଡ଼ିଶା ସମାଚାର)- ମଙ୍ଗଳବାର ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପଦଯାତ୍ରା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଦିବା ୧୦ ଘଟିକା ସମୟରେ…

ଉଦୟନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏସିଡ୍ ଆକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମ

କଟକ,୨୨/୦୯/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଅଡସପୁର ଉଦୟନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏସିଡ୍ ଆକ୍ରମଣ ଉପରେ ଏକ ଆଇନ୍ ସଚେତନତା…

ଭୁବନେଶ୍ୱରରେ “ନିଶାମୁକ୍ତ ଯୁବ ସମ୍ମେଳନ” ଆୟୋଜିତ ।

ଭାରତ ସରକାରଙ୍କ ପଦକ୍ଷେପକୁ ଆଗକୁ ବଢ଼ାଇଲା ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ । ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ…

ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୧/୦୯/୨୦୨୫(ଓଡ଼ିଶା ସମାଚାର)- ବାରମ୍ବାର ଆବେଦନ ନିବେଦନ, ହାରି ଗୁହାରି ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଟ୍ରେଣ୍ଡ ଗ୍ରାଜୁଏଟ…

କିଶନନଗର ହାଇସ୍କୁଲ ପରିସରରେ ନଳକୂପ ଖନନର ଶିଳାନ୍ୟାସ କଲେ ସରପଂଚ ସୁଜାତା ସେଠୀ 

କଟକ ସଦର,୧୯/୦୯/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଚିନ୍ତାମଣି ବିଦ୍ୟାପୀଠ ରେ ଆବଶ୍ୟକତା ଦୃଷ୍ଟିରୁ ଏଵଂ ପୁରାତନ ବିଦ୍ୟାର୍ଥୀ ପରିଷଦ ସଂପାଦକ…

ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଘାଟିତ

ଭୁବନ ୧୯/୦୯/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର…