ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ ବଜାୟ ରଖନ୍ତୁ- ରାଜ୍ୟପାଳ
ଭୁବନେଶ୍ୱର,୨୬/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଗର୍ବ ଓ ଗୌରବ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ…
