ବନ ମହୋତ୍ସବ ସପ୍ତାହ ପାଳିତ

ଜଗତସିଂହପୁର ୦୫/୦୭/୨୦୨୫ (ଓଡ଼ିଶା ସମାଚାର)-ପିତେଇପୁରସ୍ଥିତ କନକଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଆନ୍ୟୁକୁଲ୍ୟରେ ବନ ମହୋତ୍ସବ…

ଅଧିକାରୀ ପରିଡା ଙ୍କ ଦ୍ଵାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି 

ନିଶ୍ଚିନ୍ତକୋଇଲି, ୦୫/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଳମିଶ୍ରି ପଞ୍ଚାୟତ ର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି, ପ୍ତାକ୍ତନ ସମିତି ସଭ୍ୟ ଅଧିକାରୀ ପରିଡା ଙ୍କ ଦ୍ୱାଦଶାହ ଅବସରରେ…

ଶକ୍ତି ଦକ୍ଷତା ବ୍ୟୁରୋ (BEE)ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍)ଓଡ଼ିଶା ଦ୍ଵାରା  ପୂର୍ବାଞ୍ଚଳ ରାଜ୍ୟମାନଙ୍କ ନିମନ୍ତେ ECSBC ସଂକ୍ରାନ୍ତରେ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର,୦୫/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶକ୍ତି ଦକ୍ଷତା ବ୍ୟୁରୋ (BEE),ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଏବଂ…

ଦେବଗଡ଼ରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼ ଜିଲ୍ଲାରେ ଜଙ୍ଗଲ ପ୍ରତିଶତ ୨୩ ରୁ ୩୫% କୁ ବୃଦ୍ଧି କରିବା- ଧର୍ମେନ୍ଦ୍ର ପ୍ରଧାନ ବୃକ୍ଷରୋପଣ ଅଭିଯାନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ, ଯୁବ ଓ…

ଦେବଗଡ଼ରେ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ବିଜେପି ସରକାର ହେବା ପରେ ଯୋଗ୍ୟ ହିତାଧିକାରୀ ପାଉଛନ୍ତି ସରକାରୀ ଯୋଜନାର ଲାଭ – ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ୧୬୩ କୋଟି ଟଙ୍କା ମୂଲ୍ୟର ୪୫ଟି…

ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ସାମୂହିକ ପ୍ରଚେଷ୍ଟାରେ ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା – ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଆରଡ଼ିସି କାର୍ଯ୍ୟାଳୟର…

ଐତିହାସିକ କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟ ପ୍ରକଳ୍ପର ଶିଳାନ୍ୟାସ

ପାରାଦୀପ, ୦୫/୦୭/୨୦୨୫(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରରେ ସାମୁଦ୍ରିକ ଐତିହ୍ୟ ସଂରକ୍ଷଣକୁ ପୁନଃପରିଭାଷିତ କରିବା ପାଇଁ ଏକ ଐତିହାସିକ ଅଭିନବ କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟର ପ୍ରକଳ୍ପ କାର୍ଯ୍ୟର ଶୁକ୍ରବାର…

ସରସ୍ୱତୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ

ଖଲ୍ଲିକୋଟ,୦୫/୦୭/୨୦୨୫ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ଫୁଲଝର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ…