ରବି ରାୟ ଜନ୍ମ ଶତବାର୍ଷିକୀ ସମିତି ପକ୍ଷରୁ ସମଗ୍ର ରାଜ୍ୟ ତଥା ଦେଶରେ ବର୍ଷବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ
ଶତବାର୍ଷିକୀ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଜି. ହରଗୋପାଲ ଭୁବନେଶ୍ୱର,୧୦/୧୧/୨୦୨୫(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜବାଦୀ ଜନନେତା, ଲୋକସଭାର ପ୍ରାକ୍ତନ ବାଚସ୍ପତି ତଥା…
