ଶ୍ରମିକ ବୋଝେଇ ପିକଅପ ଭ୍ୟାନ ଓଲଟି ,୨ ମୃତ ୩୦ ରୁ ଉର୍ଦ୍ଧ୍ବ ଗୁରୁତର 

କଳାହାଣ୍ଡି , ୧୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମିଚାଗାଁର ୬୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ନାବାଳିକା ଝିଅ ଶ୍ରମିକମାନେ…

Breaking News : ସଡ଼କ ଦୂର୍ଘଟଣାରେ ୪ ମୃତ, ୯ ଗୁରୁତର ଆହତ

ଝାରସୁଗୁଡ଼ା,୧୧/୦୨/୨୦୨୪ (ଓଡ଼ିଶା ସମାଚାର)-ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ଜୁନିୟନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ…

କେନ୍ଦ୍ରାପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ

କେନ୍ଦ୍ରାପଡ଼ା, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଆଜି ଲାଂଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ…

ଡି ଜେ ଗାଡି ଲାଗି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା: ଦୀର୍ଘ ସମୟ ବିଦ୍ୟୁତ୍ ସେବା ବନ୍ଦ

ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର‌ ମଙ୍ଗଳା ବଜାର ରାସ୍ତାରେ ଏକ ଡି ଜେ ଗାଡି ଲାଗି ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି…

ଜଂକିଆ ପୋଲିସ ର ଚଢ଼ାଉ: ଦୁଇ ପଥର ବୋଝେଇ ଗାଡି ଜବତ

ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଞ୍ଛିଲୋ ରେଳ ଫାଟକ ନିକଟରୁ ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଚଢ଼ାଉ…

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ବାଇକ ସହ ଗଞ୍ଜେଇ ଜବତ

କନ୍ଧମାଳ,୧୦/୦୨/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଏବଂ ଫିରିଙ୍ଗିଆ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ…

ଟ୍ରାକ୍ଟର ଓଲଟି ଏଗାର ଆହତ, ତିନି ଗୁରୁତର

ଲକ୍ଷ୍ମୀପୁର , ୦୯/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) -କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ର ବୋରିଗି ଘାଟିରେ ଏକ ଟ୍ରାକ୍ଟର ରାସ୍ତାରେ ଓଲଟି ପଡି ଏଗାର ଜଣ…

ସିଆରପିଏଫ, ମାଓବାଦୀ ଗୁଳି ବିନିମୟ

                                                 ମାଓବାଦୀଙ୍କ ଛତ୍ରଭାଙ୍ଗ, ଯବାନ ଙ୍କ ସର୍ଚ୍ଚ ଅପରେସନ ଜାରି ନୂଆପଡ଼ା, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ତଳି ବରକୋଟ…

ପୋଲିସର ଅତର୍କିତ ଚଢ଼ାଉ: ଛତ୍ରଭଙ୍ଗ ଦେଲେ ମାଫିଆ, ପାୱାର ଟିଲର ଜବତ

ନିରାକାରପୁର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଆଇଆଇସି ବିଶ୍ୱଜିତ ରାଉତରାୟ କୌଣସି ସୂତ୍ରରୁ ଖବର ପାଇ ବଡ଼ପୋଖରିଆ ଚଳୁଥିବା ବେଆଇନ ପଥର ଖଣି…

ମଣିଜଙ୍ଗ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚଙ୍କ ଦୂର୍ଘଟଣାରେ ଶୋଚନୀୟ ମୃତ୍ୟୁ, ଶୋକର ଛାୟା

କଟକ ସଦର , ୦୩/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜନୈତିକ ଆକ୍ରୋଶର ଶିକାର ‌ହୋଇ ଭାରସାମ୍ୟ ହରାଇଥିବା ଜନୈକା ପୂର୍ବତନ ମହିଳା ସରପଞ୍ଚଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ…