ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ।

କଟକ,୨୧।୦୨।୨୦୨୪ (ଓଡ଼ିଶା ସମାଚାର) :  ଗଞ୍ଜାମ ଜିଲ୍ଲା ବଳାନ୍ତର  ଖଲ୍ଲିକୋଟ ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ସଂଗ୍ରାମୀ ବନମାଳୀ ମହାରଣା ଙ୍କ କାଳ କୃତି କୁ ସ୍ମରଣ କରି ତାଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକୀରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବ୍ରାହ୍ମ ମୁହୂର୍ତ୍ତରେ ପୂଜ୍ୟପୂଜା ଭବନରେ ଅର୍ପଣ କରାଯାଇଛି।

Leave a Reply

Your email address will not be published. Required fields are marked *