କଟକ କମିଶନରେଟ ପୋଲିସ ର ପୂର୍ବ ସ୍ଥାନକୁ ଫେରିଲେ ଆଇପିଏସ୍ ଅନନ୍ୟା ଅନାସ୍ତି

କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ କମିଶନରେଟ ଜୋନ୍ ୩ ଏସିପି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ ଅନନ୍ୟା ଅନାସ୍ତିଙ୍କର ତିନି ମାସ ତଳେ ଲୋକ ଭବନକୁ ରାଜ୍ୟପାଳଙ୍କ ପ୍ରଥମ କରି ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ଭାବେ ବଦଳି ହୋଇଥିଲା। ହେଲେ ଅନାସ୍ତିଙ୍କୁ ପୁଣି କମିଶନରେଟ ପୋଲିସକୁ ଫେରାଇ ଦିଆଯାଇ କଟକ ର ସେହି ଜୋନ୍ ୩ ରେ ସେହି ଏସିପି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *