କଟକ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ହେଲେ ମହମ୍ମଦ ସବିର

କଟକ ସଦର, ୧୯/୦୪/୨୦୨୬ (ଓଡିଶା ସମାଚାର / ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ସଭାପତି ଭାବେ ମହମ୍ମଦ ସବିର ଙ୍କୁ ନିଯୁକ୍ତି ମିଳିଥିବା ଜଣାଯାଇଛି।

ମହମ୍ମଦ ସବିର ବିଜେପି ର ଜଣେ ଦୃଢ଼ ସଂଗଠକ ଥିବାରୁ ତାଙ୍କର ଏହି ନିଯୁକ୍ତି ମିଳିଵା ଖଵର ଜଣାପଡିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ସବିର ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *