ସିଆରଆରଆଇ ଥାନା ର ନୂଆ ଆଇଆଇସି ଭାବେ ଯୋଗ ଦେଲେ ପି ଟି ଗଣେଶ ସାହୁ।

କଟକ ସଦର, ୦୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କଟକ ସିଆରଆରଆଇ ଥାନା ରେ ନୂଆ ଆଇଆଇସି ଭାବେ ଯୋଗଦେଲେ ପି ଟି ଗଣେଶ ସାହୁ। ସିଏ ଜଣେ ଦକ୍ଷ,ଭଦ୍ର ଓ ଅମାୟିକ ପୋଲିସ ଅଧିକାରୀ ଭାବେ ପରିଚିତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଏଠାରେ ଥିବା ଆଇଆଇସି ଵିଜୟ ଵାରିକ ଗତ ରବିବାର ଦିନ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଏବଂ ନିଲମ୍ବିତ ହୋଇଥିବା ରୁ ଉକ୍ତ ପଦବୀ ଟି ୪ ଦିନ ହେଲା ଖାଲି ପଡିଥିଲା।

Leave a Reply

Your email address will not be published. Required fields are marked *