ଉଇସଡମ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

କଟକ ସଦର ,୨୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲର କିଶନନଗର ଖେଳ ପଡିଆ ରେ ଅନୁଷ୍ଠିତ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।

ଏହି ଉପଲକ୍ଷେ ସ୍କୁଲର ପ୍ରତିଷ୍ଠାତା ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ପୈ।ରୋହିତ୍ୟରେ ଏଵଂ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କିଶନନଗର ତହସିଲ ର ଅତିରିକ୍ତ ତହସିଲଦାର ସୈ।ମେନ୍ଦ୍ର କୁମାର ତେଜ୍, ସମାଜସେବୀ ମନୋରଞ୍ଜନ ସ୍ୱ।ଇଁ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଗୀତାଞ୍ଜଳି ନାୟକ, ବନଜା ଵାସିନି ଦାସ, ସରିତା ମହାପାତ୍ର,ଇସ୍ତାକ୍ ଅହମ୍ମଦ,ମୈ।ସୁମି ମହାନ୍ତି, ରଶ୍ମି ରଞ୍ଜନ ରଣା,ସାହେଦା ଅଞ୍ଜୁମ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *