ବହୁଚର୍ଚ୍ଚିତ ସାରଥି ବାବା ଙ୍କ ପାଇଁ ବଢିଲା ଅଡୁଆ, କଟକ ସ୍ପେସାଲ କୋର୍ଟ ରେ ଚାର୍ଜ ଫ୍ରେମ୍

କଟକ ସଦର,୦୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ବହୁ ଚର୍ଚ୍ଚିତ ତଥା ଆତ୍ମଘୋଷିତ ସାରଥି ବାବାଙ୍କ ପାଇଁ ପୁଣି ଅଡୁଆ ବଢିଲା।

କ୍ରାଇମ ବ୍ରାଞ୍ଚ ର ମୂଳ ମାମଲା ତଥା ଠକେଇ ଓ ଅର୍ଥ ହେରଫେର ଏଵଂ ଜାତିଆଣ ଆକ୍ଷେପ ମାମଲାରେ କଟକ ର ସ୍ୱତନ୍ତ୍ର ଏସ୍ ସି/ ଏସ୍ ଟି ଅଦାଲତରେ ଆଜି ଶୁକ୍ରବାର ଦିନ ଚାର୍ଜ ଫ୍ରେମ୍ ହୋଇଥିବା ଜଣାପଡିଛି। ଆସନ୍ତା ଜାନୁଆରୀ ୧୬ ତାରିଖ ଦିନ ମାମଲା ର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *