ନିରୁଦ୍ଧିଷ୍ଟ / ନିଖୋଜ ନାବାଳିକା ଙ୍କ ସୂଚନା ପାଇଁ ଅନୁରୋଧ

ଯାଜପୁର,୨୧/୦୮/୨୦୨୫ (ଓଡ଼ିଶା ସମାଚାର)-  ପ୍ରିୟାଣୀ ପାଣି (ବୟସ -୧୭) ନାମକ  ଜଣେ ନାବାଳିକା ପିତା – ଭାଗୀରଥୀ ପାଣି, ଗ୍ରାମ – ସାନ ତ୍ରିଲୋଚନପୁର, ଖଣ୍ଡିତର, ଥାନା – କୁଆଖୁଆ, ଜିଲ୍ଲା – ଯାଜପୁର ଗତ ୧୮ ଅପ୍ରେଲ ୨୦୨୫ ତାଋିଖରୁ ସେ ତାଙ୍କ ଘରୁ କେଉଁଆଡେ ପଳାଇ  ଯାଇଛନ୍ତି ।

ପ୍ରିୟାଣୀ  ଙ୍କ ରଙ୍ଗ  ଗୋରା, ଉଚତା :୫ ଫୁଟ ୨ ଇଞ୍ଚ ଅଟେ । ସେ ଗଲାବେଳେ କଳା ଟ୍ରାକ ପ୍ୟାଣ୍ଟ ଓ ଧଳା ବାନୀୟନ ପିନ୍ଧିଥିଲେ । ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ନିରୁଦ୍ଧିଷ୍ଟ / ନିଖୋଜ ନାବାଳିକା ଙ୍କ ସମ୍ବନ୍ଧରେ ଖବର ପାଆନ୍ତି, ତେବେ ଚିନ୍ମୟୀ ସାହୁ, କୁଆଖୁଆ ଥାନା ଅଧିକାରିଣୀ,ମୋବାଇଲ ଫୋନ୍ ନମ୍ବର – ୯୪୩୭୭୩୦୨୧୦ରେ  ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *