ଗରଦପୁର, ୧୮/୦୫/୨୦୨୫(ଓଡ଼ିଶା ସମାଚାର)- ଦ୍ୱାଦଶତମ ଆନ୍ତର୍ଜାତିକ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାଳନ ଅବସରରେ ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ରେ ଚଥା ଏବଂ ଗଂଜି ବଂଟନ କରାଯାଇଥିଲା । ଟ୍ରଷ୍ଟ ର ସମ୍ପାଦକ ସୁନୀଲ ମହାନ୍ତି ଓ ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି ମନ୍ଦିର ର ପୂଜକ ଓ କର୍ମଚାରୀଙ୍କୁ ଛତା ଓ ଗଂଜି ବଂଟନ କରିଥିଲେ ।
ସୂଚନାଯୋଗ୍ୟ ଯେ ଆର୍ଟ ଅଫ ଗିଭିଙ୍ଗ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ର ପ୍ରତ୍ୟେକ ମଣିଷ ଅନ୍ୟ ଜଣେ ମଣିଷକୁ ଭଲ ପାଇବାର ଏକ ଅଭିନବ ପ୍ରୟାସ ।
