ସ୍ୱର୍ଗତ ସୁନାକର ଦଳାଇ ଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)- ବରୀ ବ୍ଲକ ଅନ୍ତର୍ଗତ  ଅମଠପୁର ସେବା ସମବାୟ ସମିତି ନିର୍ଦ୍ଦେଶକ  ପରମେଶ୍ୱର ଦଳାଇ ଙ୍କ ପିତା ସୁନାକର ଦଳାଇ ଙ୍କ ଏକଦଶାହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ  ବରୀ ର ଯୁବ ସାମଜିକ କର୍ମୀ ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀ  ଅଶୋକ କୁମାର ବେହେରା କାର୍ୟ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ଜ୍ଞାପନ କରିବା ସହ ତାଙ୍କ ଫଟୋ ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଅନୁଯାୟୀ ଶ୍ରୀ ବେହେରା ବରୀ ର କୋଣ ଅନୁକୋଣରେ ସମସ୍ତ ଙ୍କ ସୁଖ ଦୁଃଖ ରେ ପ୍ରଥମ ପହଞ୍ଚି ସେମାନଙ୍କ ସହ ସାମିଲ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *