ଯୁବ ସମାଜସେବୀ ଯୁଧିଷ୍ଠିର ପଣ୍ଡାଙ୍କ ସମାଜସେବା ଆଦୃତ ହେଉଛି 

କଟକ ସଦର,୦୯/୦୩/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଯୁଧିଷ୍ଠିର ପଣ୍ଡାଙ୍କ ସମାଜସେବା ଲୋକଙ୍କ ଗ୍ରହଣୀୟ ହେବା ସହିତ ଆଦୃତି ଲାଭ କରୁଥିବା ଜଣାପଡିଛି।

କଟକ ମହାନଗର ନିଗମ(ସିଏମଡି) ୫୧ ନମ୍ବର ୱ।ର୍ଡର ବାସିନ୍ଦା ଶ୍ରୀ ପଣ୍ଡା ୬ ଗୋଟି ୱ।ର୍ଡ ସହିତ କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଲୋକଙ୍କ ସମସ୍ୟାକୁ ଯଥା ସମ୍ଭବ ନିଜ ପକ୍ଷରୁ ସମାଧାନ କରିବା ସହିତ ଅନେକ ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚାଇବା କାର୍ଯ୍ୟ ଜାରୀ ରଖିଥିବାରୁ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *