ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଥିବା ଓଡ଼ିଆ ଝିଅ

 

ନିକଟରେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଥିବା ଓଡ଼ିଆ ଝିଅ କୁମାରୀ ପ୍ରୀତିସ୍ମିତା ଭୋଇ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କ ମେଡାଲ ଓ ମାନପତ୍ର ଦେଖାଉଛନ୍ତି ।

Leave a Reply

Your email address will not be published. Required fields are marked *