ସାଲେପୁର, ୨୬/୧୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଳବ ତଥା ସାଲେପୁର ଥାନା ଅନ୍ତର୍ଗତ ରାମେଶ୍ଵର ବଜାର ରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡିଛି । ମହିଳା ଜଣକ ଛତିଶଗଡ଼ ଅଞ୍ଚଳ ର ବୋଲି କୁହାଯାଉଛି । ସମ୍ପୃକ୍ତ ମହିଳା ଗତ ରାତିରେ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବାବେଳେ ଗଣ ଦୁଷ୍କର୍ମ କରାଯାଇଛି । ପୋଲିସ ଘଟଣା ର ତଦନ୍ତ କରୁଛି ।
ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ
