କିଶନନଗର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର , ୩୨   ୟୁନିଟ୍ ରକ୍ତ ସଂଗ୍ରହ 

କଟକ ସଦର, ୨୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ, ଶିକ୍ଷା ଓ ସେବା କେନ୍ଦ୍ର ପରିସରରେ ଆଜି ଶନିବାର ଦିନ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଶିବିର ପରିଚାଳନାରେ ସମିତି ର ଆବାହକ ଅକ୍ଷୟ କୁମାର ବେହେରା, ଡ଼ାଃ ପ୍ରଫୁଲ୍ଲ କୁମାର ମିଶ୍ର,ଦୀପକ ମଣ୍ଡଳ, ଦିଲ୍ଲିପ କୁମାର ବେହେରା,ଜିତେଷ ଦେ, ପ୍ରଭାତ ଦାସ, ସତ୍ୟସିଦ୍ଧାନ୍ତ ଦାଶ,କ୍ଷମାମୟୀ ବେହେରା, ସତ୍ୟରଞ୍ଜନ ଵିଠ୍, ସୁକାନ୍ତ ଦାସ,ସ୍ୱ।ଗତିକା ବେହେରା, ଅଞ୍ଜଳି ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ରଞ୍ଜୁଲତା ରାଉତ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *