କଟକ ସଦର ନବ ନିର୍ବାଚିତ ବିଧାୟକ ସମ୍ବର୍ଦ୍ଧିତ ।

 କଟକ,୧୦/୬/୨୪(ଓଡ଼ିଶା ସମାଚର) : ଅଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ପୂର୍ବତନ କଟକ ସଦର ସମ୍ପାଦକ ସୁମନ କୁମାର ଜେନା,ସହ ସମ୍ପାଦକ ଅମିତ୍ ବେହେରା,ସାଗର ବେହେରା,ବିଶ୍ୱଜିତ୍ ବଡି,କାର୍ଯ୍ୟକର୍ତ୍ତା ଦିନେଶ ବଡି,ଆଶ୍ରିବଦ ପ୍ରଧାନ, ବୁସତ୍ୟଜିତ ବେହେରା,ସୁଦରର୍ଶନ ସାହୁ,ସୁନିଲ ବେହେରା,ବ୍ରହ୍ମାନନ୍ଦ ରାଉତ,ସ୍ମୃତି ରଞ୍ଜନ ରାଉତ ପ୍ରମୁଖ ନବ ନିର୍ବାଚିତ କଟକ ସଦର ବ୍ଲକ୍ ବିଧାୟକ ଇଂ.ପ୍ରକାଶ ସେଠୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜର କାର୍ଯ୍ୟ ଆରମ୍ଭ ହେଇଥିଲେ । ସେ କହିଛନ୍ତି ଆଗାମୀ ଦିନରେରେ କିଶୋର ନଗର  ଓ କନ୍ଦରପୁର କଲେଜ ଉନ୍ନତି ପାଇଁ କାମ କରାଯିବ।

Leave a Reply

Your email address will not be published. Required fields are marked *