କେନ୍ଦ୍ରାପଡ଼ା,୨୫/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଂଚାୟତର ଦେପୁରସ୍ଥିତ ସରସ୍ୱତୀ ସରକାରୀ ହାଇସ୍କୁଲର ଛାତ୍ର ତଥା ସାହାସପୁର ଗ୍ରାମର ବସନ୍ତ କୁମାର ରାଉତ ଓ ଅନୁପମା ପରିଡାଙ୍କ ସୁପୁତ୍ର ଜ୍ଞାନରଞ୍ଜନ ରାଉତ ଚଳିତବର୍ଷ ତୃତୀୟ ଶ୍ରେଣୀ ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜଣେ ମେଧାବୀ ଛାତ୍ର ଭାବରେ ଜ୍ଞାନରଞ୍ଜନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ।
Related Posts
କଂସାର- ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ
କେନ୍ଦ୍ରାପଡ଼ା,୧୪/୧୨/୨୦୨୪ (ଓଡ଼ିଶା ସମାଚାର)- ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ । ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ…
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ
କେନ୍ଦ୍ରାପଡ଼ା,୨୯/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ୬ଜଣ ଛାତ୍ରଛାତ୍ରୀ ଏବଂ ପଦାର୍ଥ ବିଜ୍ଞାନର ଜଣେ ଛାତ୍ର ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଆନ୍ତର୍ଜାତୀୟ…
ସଂସ୍କୃତ ବିଦ୍ୟାଳୟ ଜମିରେ ମାର୍କେଟ କମ୍ପ୍ଲେକ୍ସ : ଭଡାଘରେ ଚାଲିଛି ସଂସ୍କୃତ ବିଦ୍ୟାଳୟ
କେନ୍ଦ୍ରାପଡ଼ା, ୦୮/୬/୨୦୨୪ (ଓଡ଼ିଶା ସମାଚାର)- ସଂସ୍କୃତ ଭାଷା ଜ୍ଞାନର ବୃଦ୍ଧି କରିବା ସହିତ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ । ସଂସ୍କୃତ ଭାଷାରେ ମାନବତାର ବିକାଶ କରୁଥିବା…
