Odisha Latest Political News : କଂଗ୍ରେସ ହାତ ଛାଡ଼ିଲେ ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି କଂଗ୍ରେସ ହାତ ଛାଡ଼ିଛନ୍ତି । ସେ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏକ ପତ୍ର ଲେଖି ପିସିସି ସଭାପତିଙ୍କୁ ତାଙ୍କର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା କଥା ଜଣାଇଛନ୍ତି । ନିକଟରେ ସେ ବିଜେଡ଼ି ରେ ଯୋଗଦେବା ନେଇ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *