୪ ସିପ୍ଟ ପଟା ସମେତ ୫ ଟି ଖୁଣ୍ଟ ଜବତ

ଭୁବନ ୧୩ /୧୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବନ ବିଭାଗ ତରଫରୁ ଗତ କାଲି ସନ୍ଧ୍ୟାରେ ୪ ସିପ୍ଟ ଶାଗୁଆନ ପଟା ସମେତ ୫ ଟି ଖୁଣ୍ଟ ଜବତ କରାଯାଇଛି। ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମରେ ଚଢ଼ାଉ କରାଯାଇ ଜବତ କରାଯାଇଥିଲା । ରେଞ୍ଜର ରାକେଶ କୁମାର ଦଳାଇ ଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର କଳ୍ପନା ବେହେରା,ଫରେଷ୍ଟ ଗାର୍ଡ ତୁଳସୀ ସାହୁ ଓ ସ୍କ୍ୱାର୍ଡ ଏହି ଚଢ଼ାଉରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *