ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା

ଆଜ୍ଞାମାଳ ବିଜେ ପରେ ମହାପ୍ରଭୁଙ୍କ ତିନିରଥଙ୍କୁ ଟାଣି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସୁସଜ୍ଜିତ ଭାବେ ଅବସ୍ଥାପିତ କରାଯାଇଛି। ପବିତ୍ର ଘୋଷଯାତ୍ରା ନିମନ୍ତେ ସୁସଜ୍ଜିତ ତିନି ରଥ ଓ ପଥ ପ୍ରସ୍ତୁତ, କେବଳ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *