ବିଶ୍ଵ ପରିବେଶ ଦିବସରେ ବୃକ୍ଷ ରୋପଣ 

ଭୁବନ,୦୬/୦୬/୨୦୨୬ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଫୁଲ ଓ ଫଳ ବୃକ୍ଷ ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ପରିଚାଳନା କମିଟି ସଦସ୍ୟା ଭାରତୀ ଦେହୁରୀ,ଚନ୍ଦନୀ ଦେହୁରୀ, ନିରୂପମା ଦେହୁରୀ,ନେହା ଟୁଡୁ, କୁନ୍ତଳା ଦେହୁରୀ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *