୩ରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୨୯/୦୫/୨୦୨୬(ଓଡ଼ିଶା ସମାଚାର)- ଆସନ୍ତା ୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହା ଅନୁଷ୍ଠିତ ହେବ । ୧୨ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା । ସେଥିପାଇଁ ବିଭାଗମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମନ୍ତ୍ରୀପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ସଚିବ ଉପସ୍ଥିତ ରହିବେ ।

 

Leave a Reply

Your email address will not be published. Required fields are marked *