ନିରାକାରପୁର, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଗୋଳବାଇ ପଞ୍ଚାୟତ ଚନ୍ଦ୍ରମାପାଟପୁର ଗ୍ରାମର ଅହଲ୍ୟା ହାତୀ ଙ୍କ ୨୦୧୦ ମସିହାରେ ବୈଦିକ ରୀତିରେ ସୁରେଶ ହାତୀଙ୍କ ସହିତ ବିବାହ ଘର ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ଦୁଇଟି କନ୍ୟା ସନ୍ତାନ ରହିଅଛି। କିନ୍ତୁ ୨୦୨୩ ମସିହାରେ ସୁରେଶ ଅନ୍ୟ ଜଣେ ଯୁବତୀ ସହିତ ସମ୍ପର୍କ ରଖିବା ସହିତ ଅହଲ୍ୟା ଶାଶୁ ଘରୁ ବାପା ଘରକୁ ଆସିବା ସୁଯୋଗ ନେଇ ଆଜି ସୁରେଶ ତାର ପ୍ରେମିକା ସହିତ ବାଳକାଟି ଏକ ମନ୍ଦିରରେ ବିବାହ ଚାଲିଥିବା ଖବର ପାଇ ଅହଲ୍ୟା ଯାଇ ପୋଲିସ ସହାୟତାରେ ବିବାହ କୁ ବନ୍ଦ କରିଥିଲା। ପୋଲିସ ସୁରେଶ କୁ ଅଟକାଇ ରଖି ଥିବାବେଳେ ଅହଲ୍ୟା ଜଂକିଆ ଥାନାର ଆଉ ଏକ ମାମଲା ରୁଜୁ କରିଛନ୍ତି।
Related Posts
ଅଯୋଧ୍ୟା ରୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରଦ୍ଧାଳୁ ଙ୍କୁ ସ୍ଵାଗତ ।
ଯାଜପୁର , ୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଆଯୋଧ୍ୟାରେ ରାମଲାଲା ଙ୍କ ଦର୍ଶନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ବରୀ ନିର୍ବାଚନ ମଣ୍ଡଳୀ…
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଓଡ଼ିଆ କଳା ଜଗତ ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ…
କୋଟପା (COTPA) ଚଢାଉ
ଯାଜପୁର ୨/୭/୨୦୨୪ (ଓଡ଼ିଶା ସମାଚାର)-ସିଗାରେଟ୍ ଏବଂ ଅନ୍ୟାନ୍ୟ ତମ୍ବାଖୁ ପ୍ରସ୍ତୁତ ଆକ୍ଟ, କୋଟପା (COTPA) ଅଧୀନ ତା୨୮।୦୬। ୨୦୨୪ରିଖ ଠାରୁ ତା ୨୯।୦୬।୨୦୨୪ ରିଖ ଦୁଇଦିନ ଧରି…
