ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବୃକ୍ଷ ରୋପଣ

ଭୁବନ,୦୬/୦୬/୨୦୨୬ (ଓଡ଼ିଶା ସମାଚାର)-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନ ଶାଖା ତରଫରୁ ପରମାତ୍ମା ଶିବ ଙ୍କ ର ୯୦ ବର୍ଷ ପୂର୍ତ୍ତି ଅବସରରେ ସାପ୍ତାହିକ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ଭୁବନ ସେବା କେନ୍ଦ୍ର ଠାରେ ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ଉଦଘାଟନ କରିଥିଲେ। ଆଶ୍ରମର ଭାଇ ଭଉଣୀ ମାନେ ବାଳକ ଉଚ୍ଚ ବିଦ୍ୟାଳୟ,ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ, ବାଲିବୋ ଜଗନ୍ନାଥ ମନ୍ଦିର,ବିଭିନ୍ନ ପେଟ୍ରୋଲ ପମ୍ପ ଓ ବୁଦ୍ଧେଶ୍ୱର ପରିସରରେ ବୃକ୍ଷ ରୋପଣ କରିବା ସହ ସଫେଇ କରିଥିଲେ ।

Leave a Reply

Your email address will not be published. Required fields are marked *