କଟକ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବରା ଖାଇଲେ ଧର୍ମେନ୍ଦ୍ର

କଟକ ସଦର,୨୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିହାର ନିର୍ବାଚନ ଦାୟିତ୍ବରେ ରହି ଏନଡିଏ ତଥା ବିଜେପି ପାଇଁ ସଫଳତା ଆଣିଥିବା ବିଜେପି ର ଚାଣକ୍ୟ କୁହାଯାଉଥିବା ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଶୁକ୍ରବାର ଅପରାହ୍ନରେ କଟକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଏଥିରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ବେଳେ ଧର୍ମେନ୍ଦ୍ର ଶିଖରପୁର ଠାରେ ଗାଡ଼ିରୁ ଓହ୍ଲେଇ ଏକ ଜଳଖିଆ ଦୋକାନ କୁ ଯାଇଁ ଦୋକାନ ରେ ଵସି ଵରା ଖାଇ ଆତ୍ମ ସନ୍ତୋଷ ଲାଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *