ଭୁବନ ଥାନା ରେ ଜିତେନ୍ଦ୍ର ମଲ୍ଲିକ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ

ଭୁବନ ୨୭/୦୮/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଥାନାରେ ନୂତନ ଥାନାଧିକାରୀ ଭାବେ ଜିତେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇଛନ୍ତି । ପୂର୍ବତନ ଥାନାଧିକାରୀ ଧିରେନ୍ କୁମାର ସ୍ବାଇଁ ନିହଲ ପ୍ରସାଦ ଥାନାକୁ ବଦଳି ହୋଇ ଯାଇଛନ୍ତି ।

ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଏଠାକୁ ଆସିଛନ୍ତି । ଜଣେ ଦକ୍ଷ,ସଚ୍ଚୋଟ ଅଫିସର ଭାବେ ପରିଚିତ ଶ୍ରୀଯୁକ୍ତ ମଲ୍ଲିକ ଭୁବନ ରେ ଅପରାଧ ରୋକିବା, ଆଇନ ଶୃଙ୍ଖଳା ଓ ଅସହାୟ ନିସହାୟ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *