୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୧୪/୧୦/୨୦୨୪ (ଓଡ଼ିଶା ସମାଚାର)-ମାର୍ଶାଘାଇ ମଧ୍ୟ ଇଂରାଜୀ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ମାର୍ଶାଘାଇ ଯଜ୍ଞ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ପ୍ରେମାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୪୦ରୁ ଉଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ସେହି ପୁରାତନ ସ୍ମୃତିକୁ ରୋମନ୍ଥନ କରିବା ସହିତ ଅତୀତ ଦିନର ଅଭୁଲା ଦିନକୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ । ଏହି ଅବସରରେ ପିଲାମାନେ ନିଜ ନିଜ ମଧ୍ୟରେ ଗପସପରେ ମଜି ଯାଇଥିଲେ ।

Leave a Reply

Your email address will not be published. Required fields are marked *