ଭୁବନେଶ୍ୱର,୧୭ /୭/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆସନ୍ତା କାଲି ମନ୍ତ୍ରୀ ପରିଷଦ ବୈଠକ ବସିବ । ସକାଳ ସାଢ଼େ ୯ ଟାରେ ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ ।
ମନ୍ତ୍ରୀ ପରିଷଦ ବୈଠକ କାଲି

Odisha News # Latest Odisha News # Odisha Breaking News # Odisha Current News # Odisha News .Odia News