ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା : ଗିରଫ ହେଲେ ପୁରୁଷ ବନ୍ଧୁ

ଗ୍ରାମବାସୀଙ୍କ ଧାରଣା  ଛାତ୍ରୀଙ୍କ ମୋବାଇଲକୁ ଆସିଥିଲା ୬୦ ଭିଡିଓ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ: ଏସପି କେନ୍ଦ୍ରାପଡ଼ା,୧୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା…