ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହିଁ ପ୍ରକୃଷ୍ଟ ସମୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆରମ୍ଭ ହୋଇଯାଇଛି ଉତ୍କର୍ଷ ଓଡ଼ିଶା-ମେକଇନ୍‌ ଓଡ଼ିଶା କନକ୍ଲେଭ।…

ମାଇସ୍‌ ଓ ୱେଡ଼ିଙ୍ଗ ଟୁରିଜିମ୍ (MICE and Wedding Tourism) : ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଳେଭ୍‌ ୨୦୨୫ରେ ଓଡ଼ିଶାର ନୂଆ ଅଭିବୃଦ୍ଧିର ପଥ ଉପରେ ଆଲୋକପାତ

‘‘୮୧୫୩ କୋଟି ଟଙ୍କାର ୧୨୧ଟି ପ୍ରକଳ୍ପ ପାଇଁ ରାଜ୍ୟକୁ ପୁଞ୍ଜିନିବେଶର ଲକ୍ଷ୍ୟ ମିଳିଛିଯାହାଓଡ଼ିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ସମ୍ଭାବନା ଉପରେ ଦୃଢ଼ ବିଶ୍ୱାସର ସଙ୍କେତ ଦେଉଛି’’ ଭୁବନେଶ୍ୱର,୨୯/୦୧/୨୦୨୫…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୬ଟି ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ସିରିଡି ଓ ନାସିକ କୁ ଆରମ୍ଭ କଲେ ତୀର୍ଥଯାତ୍ରା ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକ ସିରିଡି,…

ଇକୋ-ରିଟ୍ରିଟ୍ ରେ ମିଳୁଛି ପୁଷ୍ଟିଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟ

ଭୁବନେଶ୍ୱର,୦୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ…

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀର ଛନ୍ଦରେ ଛନ୍ଦାୟିତ ଓ ରଙ୍ଗାୟିତ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଝଲସି ଉଠିଛି ମୁକ୍ତେଶ୍ୱର ମୁକ୍ତାକାଶ ସାଂସ୍କୃତିକ ମଞ୍ଚ। ଆଜି ଦ୍ୱିତୀୟ ଦିନର ପ୍ରଥମ ଚରଣରେ …

ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପ ଠାରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର…

ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେଲା ରାଜାରାଣୀ ସଂଗୀତ ମହୋତ୍ସବ

ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତର ପରିବେଷଣରେ ଉଲ୍ଲସିତ ହେଲେ ଦର୍ଶକ ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ…

ନନ୍ଦନକ।ନନ ପ୍ର।ଣୀ ଉଦ୍ୟ।ନର ୬୫ତମ ପ୍ରତିଷ୍ଠ। ଦିବସ ପ।ଳିତ

ନନ୍ଦନକ।ନନକୁବିଶ୍ୱସ୍ତରୀୟ ପ୍ର।ଣୀ ଉଦ୍ୟ।ନକରିବ।ପ।ଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଜ।ରୀ ରହୁ : ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଭୁବନେଶ୍ୱର,୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନନ୍ଦନକ।ନନ ପ୍ର।ଣୀ ଉଦ୍ୟ।ନର ୬୫ତମ ପ୍ରତିଷ୍ଠ।…

ପର୍ଯ୍ୟଟକ ଗାଇଡମାନଙ୍କୁ ଦିଗଦର୍ଶନ ଦେଲେ ଉପମୁଖ୍ୟମନ୍ତ୍ରୀ  ଶ୍ରୀମତୀ ପରିଡା

ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଲେ ୫୦୦ ପର୍ଯ୍ୟଟକ ଗାଇଡ, ସୁପରଭାଇଜର, ସଂଯୋଜକ ଓ  ଅଧିକାରୀବୃନ୍ଦ ଭୁବନେଶ୍ୱର, ୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଇତିହାସରେ ପ୍ରଥମ କରି…

୫ମ ଜ।ତୀୟ ଚିଲିକ। ବିହଙ୍ଗ ଉତ୍ସବ ଉଦଘ।ଟିତ

ଚିଲିକ। ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତ।ର ସୁରକ୍ଷ। ସହ  ପକ୍ଷୀ ପର୍ଯ୍ୟଟନକୁ ଅଗ୍ର।ଧିକ।ର ପ।ଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଲୋଡ। : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ। ଭୁବନେଶ୍ୱର, ୦୬/୦୧/୨୦୨୫ (ଓଡ଼ିଶା…