ସାଲେପୁର, ୦୨ /୦୨/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମପଞ୍ଚାୟତ କୁସୁପୁର ରଥକଳ ଛକରେ ଏକ ନୂତନ ସାପ୍ତାହିକ ପରିବା ହାଟ ବୁଧବାର ଉଦ୍ଘାଟିତ ହୋଇଯାଇଛି । ଭୀମଦାସପୁର ସରପଞ୍ଚ ନଳିନୀପ୍ରଭା ନାୟକ, ସମିତିସଭ୍ୟା ପ୍ରଭାତୀ ସେଠୀ, ଓଡାସିଂହ ପଞ୍ଚାୟତ ସରପଞ୍ଚ ଜ୍ୟୋତିରେଖା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟକୁ ଲୋକାର୍ପିତ କରିଥିଲେ । ହାଟ ଉଦ୍ଘାଟନ ସମୟରେ ହାଟ କମିଟିର ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସହିତ ଆଜାଦ୍ ଆକବରୀ କ୍ଲବର ସଂପାଦକ, ସ୍ଥାନୀୟ ଅଞ୍ଚଳର …
Read More »Recent Posts
କୁହୁଣ୍ଡା ପଞ୍ଚାୟତରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାରା ବଣ୍ଟନ ଉତ୍ସବ
ମାହାଙ୍ଗା,୦୨/୦୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକ ଉଦ୍ୟାନ କୃଷି ବିଭାଗ ସହାୟତାରେ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳର କୁହୁଣ୍ଡା ଗ୍ରାମ ପଞ୍ଚାୟତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ଏକ ଚାରା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତର ଶଙ୍ଖପୁର, ବନଗୁରିଆ, ଧଉଳିଆ, ହରଗୋବିନ୍ଦପୁର ଏବଂ କୁହୁଣ୍ଡା ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ କଦଳୀ, ସଜନା, ଅମୃତଭଣ୍ଡା, କାଗଜିଲେମ୍ବୁ ଚାରା ସହ ବିଭିନ୍ନ ମଞ୍ଜି ଯୋଗାଇ ଦିଆଯିବା ଦେଖିବାକୁ ମିଳିଥିଲା । କୁଣ୍ଡି ସେବା …
Read More »