ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଭୁବନେଶ୍ୱର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ମେଁ ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ହେବ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେଁ ୧୦ରେ ଭୋଟ ଗ୍ରହଣ ଓ ମେଁ ୧୩ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ …
Read More »Recent Posts
ଗୁଳିମାଡ଼ ରେ ଦୁଇ ଜଣ ବନ ବିଭାଗ କର୍ମଚାରୀ ଆହତ
ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର ହସ୍ତଗତ ହୋଇଛି। ୪/୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଦୁଇଟି ଗୁଳି ଗାଡ଼ିରେ ବାଜିଛି। ଏଥିରେ ଦୁଇଜଣ ବନ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ବନ ବିଭାଗ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଏସିଏଫ୍ ଆଶିଷ କହଁରଙ୍କ ନେତୃତ୍ବରେ ବୌଦ୍ଧ ରେଞ୍ଜ ଅଧୀନ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ବଘିଆପଡ଼ା ନିକଟ …
Read More »ଦାଦନ ଶ୍ରମିକ ର ମୃତଦେହ ରଖି ପାରିବାର ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ
କଳାହାଣ୍ଡି,୨୮/୦୩/୨୦୨୩ (ଓଡ଼ିଶା ସମାଚାର / ସଂଜୟ ସିଂହ)- ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ର ୩ ଦିନପରେ ଆମ୍ବୁଲାନ୍ସ ରେ ଆଜି ଶବ ଗାଁ କୁ ପହଞ୍ଚିବା ପରେ ଅଞ୍ଚଳ ରେ ଶୋକ ଖେଳି ଯାଇଥିଲା । ଗ୍ରାମବାସୀ ଏବଂ ପରିବାର ଲୋକେ ନ୍ୟାୟ ପାଇବା ଦାବି କରି ଆଜି ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ ଅବରୋଧ କରିଛନ୍ତି। ପରିବାର ଓ ଗ୍ରାମବାସୀ ଙ୍କ …
Read More »