Thursday , March 30 2023
Breaking News

Recent Posts

ପାଇପରୁ ବାହାରୁଛି ଗୋଳିଆ ପାଣି

ଲକ୍ଷ୍ମୀପୁର,୨୯/୦୩/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନ)-ପାଇପରୁ ବାହାରୁଛି ଗୋଳିଆ ପାଣି,ଯାହାକୁ ପିଇଲେ ମଣିଷ ରୋଗଗ୍ରସ୍ତ ହୋଇପାରେ । ତଥାପି ଉକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହି ଭଳି ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତର ଡକଣା ଗ୍ରାମରେ ଦେଖିବାକୁ ମିଳିଛି। ଲକ୍ଷ୍ମୀପୁର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ଡକଣା ଗ୍ରାମ। ଗ୍ରାମରେ ଏବେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି। ତିନି ବର୍ଷ ତଳେ ପଞ୍ଚାୟତ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସୌର ପାନୀୟ …

Read More »

ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଯାଜପୁର ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଯାଜପୁରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତି ଅନୁଷ୍ଠାନର କାର୍ଯ୍ୟାଳୟ (ସପନପୁର) ଠାରେ ଅନ୍ୱେଷଣର ଉପସଭାପତି ତଥା ବିରୁହା ଗ୍ରାମ ପଂଚାୟତର ସରପଂଚ  ସୁବାସ ଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ବିଶ୍ୱ ନାଟ୍ୟ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହ ସଭାରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ  ମିଶ୍ର ଯୋଗଦେଇ ‘ନାଟକର ଅନ୍ତ ନାହିଁ’ ଓ ନାଟକର ପ୍ରତିଟି ବିଷୟକୁ ସୁନ୍ଦରଭାବେ ପ୍ରତିପାଦିତ କରିପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ …

Read More »