ଭୁବନେଶ୍ୱର,୨୫/୦୩/୨୦୨୩ (ଓଡ଼ିଶା ସମାଚାର)-ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଧେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷ ଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ । ଏହି କ୍ଲବ ଗୁଡିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରବର୍ତିତ ଆକାଂକ୍ଷୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ବ୍ୟକ୍ତିଗତ ଶିକ୍ଷଣ ଅଭିଜ୍ଞତାକୁ ବିକଶିତ କରିବାରେ ଏହି କ୍ଲବ୍ ବିଶେଷ ସହାୟକ …
Read More »Recent Posts
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି – ୨୪ ଘଣ୍ଟାରେ ୧୭ ସଂକ୍ରମିତ ଚିହ୍ନଟ – ସଂକ୍ରମଣ ସଂଖ୍ୟା ୭୩ ଛୁଇଁଲା
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଙ୍କ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କରୋନା ସ୍ଥିତି ନେଇ ସମୀକ୍ଷା ସୋମବାର ଭୁବନେଶ୍ୱର,୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୩୨ଦିନ ପରେ ଏହା ଦୈନିକ ସର୍ବାଧିକ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ଗୁରୁବାର ରାଜ୍ୟରେ ୫୬୪୭ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. …
Read More »ବିଧାନସଭା ସମ୍ମୁଖରେ କୃଷ୍ଠ ରୋଗୀଙ୍କ ତିନିକିଆ ଧର୍ମଘଟ ୨୪ ରେ
ଭୁବନେଶ୍ୱର, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)-ଜାତିର ଜନକ ମହାତ୍ମା ଗାନ୍ଧୀ, ମଦର ଟେରେସା, ବାବା ଆମେତ ଏବଂ ଡାକ୍ତର ଆଇଜାକ ସାନ୍ତ୍ରା କୁଷ୍ଠ ରୋଗୀଙ୍କୁ ନିସ୍ୱାର୍ଥପର ଓ ସ୍ନେହଭରା ସେବା ପ୍ରଦାନ କରି ଇତିହାସରେ ଅମର ହୋଇ ରହିଛନ୍ତି । ବିଗତ ଦୁଇ ଦଶନ୍ଧି ଧରି କୁଷ୍ଠ ନିବାରଣ ଆଳରେ ବ୍ୟାପକ ଦୁର୍ନୀତି, ଜାଲିଆତି, ଭ୍ରଷ୍ଟାଚାର, ମିଥ୍ୟା ରିପୋର୍ଟ, ପାଣ୍ଠିର ବ୍ୟାପକ ଅପବ୍ୟବହାର ଯୋଗୁ କୁଷ୍ଠ ପୀଡ଼ିତ ଏବଂ ୧୧ ଲକ୍ଷରୁ ଉଦ୍ଧ୍ୱର୍ କୁଷ୍ଠମୁକ୍ତ ବ୍ୟକ୍ତିମାନେ ଉପଯୁକ୍ତ ଚିକିତ୍ସା ଓ ସାମାଜିକ ଅଧିକାରରୁ ବଂଚିତ । …
Read More »