Thursday , March 30 2023
Breaking News

Recent Posts

ଶ୍ରୀଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା,ବିଳମ୍ବରେ ଗହିର ବିଲରେ ଗଡିଲା ବିଜୟା ରଥ

ନିରାକାରପୁର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଅଶୋକାଷ୍ଟମୀ ଅବସରରେ ବୁଧବାର ଦିନ ଖୋର୍ଦ୍ଧା ଜିଲା ଡିଆ ପଂଚାୟତ ବିଜେ ଡିଆ ଠାରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ବିଜୟା ରଥ ସକାଳ ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଘନ ଅନ୍ଧାର କାଦୁଅ ବିଲରେ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ଅର୍ଥାତ ବିଳମ୍ବରେ ରାତି ୮ଟା ୪୦ ସମୟରେ ପହଁଚି ଥିଲା ମାଉସୀ ମା ମନ୍ଦିର ପାଖରେ । ଆଜି ଅପରାହ୍ନ ୫ଟା ସମୟରେ ରଥ ଟଣା …

Read More »

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ରେ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜୋରିମାନା

କନ୍ଧମାଳ, ୨୯/୦୩/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ବିଚାରପତି । ୧୨ଜଣ ସାକ୍ଷୀ ବୟାନ ଆଧାରକୁ ଵିଚାର କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ …

Read More »

ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଙ୍କ ୯ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

ନିଶ୍ଚିନ୍ତକୋଇଲି,୨୯/୦୩/୨୦୨୩ (ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତ ବିଲସାହି ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଙ୍କ ୯ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରାଯାଇଥିଲା । ବୁଧବାର ଦିନ ଚିତ୍ରୋପôଳା ନଦୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ନଦୀରୁ ପବିତ୍ର  ଜଳ ଗ୍ରାମର ନର ନାରୀମାନେ ଶୁଭ କଳସୀରେ ଆଣି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ …

Read More »