କେନ୍ଦ୍ରାପଡ଼ା, ୨୬/୦୩/୨୦୨୩ (ଓଡ଼ିଶା ସମାଚାର)-ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ମେଳା ଉଦଯାପିତ ହୋଇଯାଇଛି । ଏହି ମେଳାକୁ ସୂଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ସଂସ୍ଥା ଓ ସ୍ୱେଛାସେବୀ ଅନୁଷ୍ଠାନମାନ ବିଭିନ୍ନ ପ୍ରକାର ଦାୟୀତ୍ୱ ଖାଦ୍ୟ, ପାନୀୟ, ରାସ୍ତାଘାଟ, ପ୍ରତିଦିନ ସଫାସୁତୁରା ଓ ଲୋକଙ୍କ ଗହଳିରେ ଅସାମାଜିକ ବ୍ୟକ୍ତିମାନଙ୍କ ଠାରୁ ଶ୍ରଦ୍ଧାଳୁଙ୍କୁ ରକ୍ଷା କରିବା ପାଇଁ ହାତ ବଢାଇଥିଲେ । ଏହି କ୍ରମରେ ଇନ୍ଦୁପୁର ହାଇସ୍କୁଲର ପୁରାତନ ୧୯୯୯ବ୍ୟାଚର ଛାତ୍ରଛାତ୍ରୀଙ୍କ ଦ୍ୱାରା ବାରୁଣୀ ପଡିଆରେ ଏକ ଜଳଛତ୍ର ପ୍ରତିଷ୍ଠା କରି ଦୀର୍ଘ ସାତଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର …
Read More »Recent Posts
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା, ୨୬/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ ଆଲୋଚନାଚକ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଫେସର ଡଃ. ରାମଚନ୍ଦ୍ର ବେହେରା ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ଭିତିିପ୍ରବନ୍ଧ ଉପସ୍ଥାପିକା ଭାବେ ବିଶିଷ୍ଟ କବି ଡଃ. ଅପର୍ଣ୍ଣା ମହାନ୍ତି, …
Read More »“ସ୍ନେହ’ ଦ୍ୱାରା ରେଷ୍ଟୋରେଟିଭ୍ ଜଷ୍ଟିସ୍ ସଂପର୍କିତ ଆଲୋଚନାଚକ୍ର
ଭୁବନେଶ୍ୱର,୨୬/୦୩/୨୦୨୩ (ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ୍ ଆଣ୍ଡ ହେଲ୍ଥ (ସ୍ନେହ) ଆନୁକୁଲ୍ୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସଂପର୍କିତ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠାନର ଭୁବନେଶ୍ୱରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ମାର୍ଚ ୨୬ ତାରିଖରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବୁଦ୍ଧିଜୀବି ଏବଂ ଆଡିସନାଲ ଆଇ. ଜି. (ପ୍ରିଜିନ୍ସ) ସୁରଥ ମଲ୍ଲିକ୍, ଡି.ସି.ପି. (କ୍ରାଇମ୍) କମିଶନରେଟ୍ ପୋଲିସ୍ ଭୁବନେଶ୍ୱର ସୁଦାମ ଚରଣ ସ୍ୱାଇଁ, ଓଡ଼ିଶା ଜେଲ ସୁପରିଟେଣ୍ଡେଂଟ ସତ୍ୟ ପ୍ରକାଶ ସ୍ୱାଇଁ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଥିବା …
Read More »