Saturday , November 27 2021
Breaking News

Recent Posts

ସଡ଼କ ଦୁର୍ଘଟଣାରେ ମୃତ ୩ ଛାତ୍ର ଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୧୧/୨୦୨୧(ଓଡ଼ିଶା ସମାଚାର)- ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନିକଟ ବେଲପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଗଙ୍ଗାଧର ମହାରଣା, ଇ.ଲୋଇଦାସ, ପ୍ରମିଳା ବେହେରା । ସମସ୍ତ ୩ ଜଣ ରଙ୍ଗେଇଲୁଣ୍ଡା ଅଞ୍ଚଳର ଛାତ୍ର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ …

Read More »

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

କଟକ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା । ରାଜ୍ୟ ଭିଜିଲାନ୍ସ ନିର୍ଦ୍ଧେଶାଳୟରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣେ ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ୧୩,୫୦୦ ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି । ଅଙ୍ଗନଓ୍ବାଡୀ କେନ୍ଦ୍ରରେ ଶୀତ ଦିନିଆ ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ସେ ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ଜୟନ୍ତପୁର ଗ୍ରାମ ପଂଚାୟତ …

Read More »

ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଲୋକାର୍ପିତ

ମାହାଙ୍ଗା ୨୭/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଗୁଡିକ ଲୋକାର୍ପିତ ହେବାସହ କାଳିଅଣ୍ଟି ଠାରେ ମିଶନଶକ୍ତି ଜରୀଆରେ ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଆଇନି, ପାନୀୟଜଳ ଯୋଗାଣ, ପଞ୍ଚାୟତିରାଜ, ନଗରଉନ୍ନୟନ ଓ ଗୃହ ନିର୍ମାଣମନ୍ତ୍ରୀ ପ୍ରତାପ ଜେନା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରୀ …

Read More »