Tuesday , September 27 2022
Breaking News
Home / Tag Archives: ଜଳ ସଂପଦ ବିଭାଗ

Tag Archives: ଜଳ ସଂପଦ ବିଭାଗ

ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଵନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜଳ ସଂପଦ ବିଭାଗର ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଡାହାଣ ପଟ ଵନ୍ଧ ରାସ୍ତା ଏବେ ଶୋଚନୀୟ ହୋଇ ମରଣଯନ୍ତା ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପିଚୁ ରାସ୍ତା ସାରା ଖାଲ ଖମାରେ ପରିଣତ ହୋଇ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି।ଏହି ନଦୀବନ୍ଧ ରାସ୍ତାରେ କଟକ ସଦର ଓ ନିଶ୍ଚିନ୍ତକୋଇଲି ଵ୍ଲକର ପ୍ରାୟ ୧୦ ଗୋଟି ପଞ୍ଚାୟତର ଲୋକେ ପ୍ରତ୍ୟହ ଗମନାଗମନ କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଯୋଗୁଁ ନାହିଁ …

Read More »